ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଲେଖବହି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଲେଖବହି   ବିଶେଷ୍ୟ

ଅର୍ଥ : ଯେଉଁ ରେଜିଷ୍ଟାରରେ କର୍ମଚାରୀମାନଙ୍କର ଦୈନିକ ଗତିବିଧିର ବିବରଣ ଲେଖାଯାଇଥାଏ

ଉଦାହରଣ : ମାଲିକ ଅଭିଲେଖବହିକୁ ସଜାଡିକି ଆଲମାରୀରେ ରଖିଦେଲେ


ଅନ୍ୟ ଭାଷାରେ ଅନୁବାଦ :

वह रजिस्टर जिसमें नौकरों की दैनिक गतिविधियों का विवरण लिखा होता है।

मालिक ने आमालनामा को सहेजकर आलमारी में रख दी।
आमालनामा

ଅର୍ଥ : ଯେଉଁ ରେଜିଷ୍ଟରରେ ଲୋକଙ୍କର ଭଲମନ୍ଦ କାମର ନିତିଦିନିଆ ବିବରଣୀ ଲେଖାଯାଏ

ଉଦାହରଣ : ଅଭିଲେଖବହି ଦେଖି ଦଣ୍ଡ ବା ପୁରସ୍କାର ଦିଆଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

वह रजिस्टर जिसमें लोगों के भले और बुरे कर्मों को नित्य दर्ज किया जाता है।

आमालनामा देखकर ही उन्हें सजा या इनाम दिया जाता है।
आमालनामा